Home Breaking News / ତାଜା ଖବର ମାଓବାଦୀ ନାଁରେ ଧମକ: ଜଣେ ଗିରଫ…..

ମାଓବାଦୀ ନାଁରେ ଧମକ: ଜଣେ ଗିରଫ…..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ପ୍ରମୋଦ ଦଣ୍ଡସେନା): ଗତ କିଛି ଦିନ ହେବ କୋଟଗଡବ୍ଲକ ଅନ୍ତରଗତ ଧରାକୋଟ ଗ୍ରମପଚାୟତର ଜିଆରଏସକୁ ମୋବାଇଲରେ ଧମକ। କୋଟଗଡ ଥାନାଅଧିକାରି ହାରୋମନି ନାୟକ କହିବା ଅନୁଯାଇ ଧରାକୋଟ ଗ୍ରାମପଚାୟତର ଜି ଆର ଏସ ଉତମ ଉଠାଣ ସିଂ ଙ୍କୁ ଗୁମ ପଦର ଗାଁ ଜୋଡାବାଲି ଗ୍ରାମପଚାୟତର ହାରଣ ବିସି ମାଝି ନାମକ ମୋବାଇଲରେ ମାଓବାଦି କହି ପଇସା ମାଗିବା ସହ ଯୀବନରେ ମାରିଦେବି ବୋଲି ଧମକ ଚମକ ଦେଉଥିଲା ଓ ଜିଆର ଏସ ଘର ଆଗରେ ଏକ ରଗ କନାରେ ମୁ କହିବା ଅନୁଯାଇ ସମସ୍ତ ପୁରଣ କର ନଚେତ ତତେ ଜୀବନରେ ମାରି ଦେବି ବୋଲି ଏକ ରଙ୍ଗ କନାରେ ମାଓବାଦି ଲେଖି ମାରି ଥିଲା।

ଏହା ପରେ ଜିଆର ଏସ ଉତମ ଉଠାଣ ସିଂ ଗତ ୨୪/୧୧ ରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତି କରି କୋଟଗଡ ପୋଲିଷ ଅନୁସଦାନ ଆରମ୍ବ କରି ଥିଲେ ଏବଂ ଗତ କାଲି ତାକୁ ଧରିବାରେ ସଫଳ ହୋଇଥିଲେ । କୋଟଗଡ ଥାନା କେସ ନଂ ୮୪/୧୧ ମାମଲା ରୁଜୁ କରି କୋଟ ଫରୁଆଡ କରା ହୋଇ ଅଧିକ ଅନୁଧ୍ୟନ କରାଯାଉଛି ବୋଲି ବାଲିଗୁଡା ଏସ ଡି ପଓ ମାନସ ରଜନ ବାରିକ ସୂଚନା ଦେଇଛନ୍ତି।

related posts

Leave a Comment