Home Breaking News / ତାଜା ଖବର କେଦାର ବ୍ରତ ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ

କେଦାର ବ୍ରତ ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି. ବିନୋଦ କୁମାର): କେଦାର ବ୍ରତ ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଂଚଳ । କୋଭିଡ଼ କଟକଣା ଯୋଗୁଁ ଏବର୍ଷ ଘରେ ଘରେ ପାଳିତ ହୋଇଯାଇଛି ଏହି ବ୍ରତ। କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ପାଳିତ କରାଯାଏ ଯାହାର ନାମ  ହେଉଛି କେଦାର ବ୍ରତ। ଶିବଙ୍କ ଏହି ବ୍ରତ ହିନ୍ଦୁ ମହିଳାମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି ।

ମହାଦେବ ଶିବଙ୍କ ପାଖରେ ମହିଳାମାନେ ନିଜ ସ୍ୱାମୀ ଓ ପୁଅ ମାନଙ୍କ ଦୀର୍ଘାୟୁ ପାଇଁ ପାଳନ କରିଥାନ୍ତି ଏହି ବ୍ରତ ।ବ୍ରତ ସରିବା ପରେ ମହିଳାମାନେ ପୂଜାକରିଥିବା  ବ୍ରତକୁ ନିଜ ହାତରେ ଧାରଣ କରିଥାନ୍ତି । ଏହି ବ୍ରତ ଧାରଣ  କଲେ ଘରେ ଧନ ସମ୍ପତ୍ତି ଓ ଶାନ୍ତି ଆସେ ଵୋଲି ବିଶ୍ୱାସ ରହିଛି । 

related posts

Leave a Comment