Home Breaking News / ତାଜା ଖବର ଜାତୀୟ ସମ୍ବିଧାନ ଦିବସ ପାଳିତ

ଜାତୀୟ ସମ୍ବିଧାନ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର ଡୁରିଆ): ନୂଆପଡା ଜିଲ୍ଲା କୋମନା ବ୍ଲକ ର ବିଭିନ୍ନ ସ୍ଥାନରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଡ଼ଃ ଆମ୍ବେଦକର ଙ୍କ ବିଚାରଧାରା ଏବଂ ତାଙ୍କ ଦ୍ଵାରା ରଚିତ ସମ୍ବିଧାନ କିଭଳି ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବ ତଥା ଜନସାଧାରଣ ଙ୍କ ହିତ ସାଧନ ନିମନ୍ତେ ବ୍ୟବହୃତ ହେବ ସେ ବିଷୟ ରେ ଆଲୋଚନା କରାଯାଇଥିଲା ।

ଆଗାମୀ ଭବିଷ୍ୟତ ରେ ବାବା ସାହେବଙ୍କ ବିଚାର ଧାରା କୁ ଲୋକାଭିମୁଖୀ କରିବାର ଶପଥ ପାଠ ମଧ୍ୟ କରା ଯାଇଥିଲା l
କୋମନା ବ୍ଲକ୍ ର କୁରେଶ୍ଵର୍ ପଞ୍ଚାୟତ ରେ ବିଭିନ୍ନ ଯୁବ ସଂଗଠନ, ବଣିକ ସଂଘ ଏବଂ କୋମନା ଗ୍ରାମର ଡ଼. ଆମ୍ବେଦକର ଯୁବ ବିଚାର ମଞ୍ଚ ତରଫରୁ ଅନେକ ସମ୍ବିଧାନ ପ୍ରେମୀ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

related posts

Leave a Comment