Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପ୍ରଧାନୀଗୁଡା ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା ଘଟିଛି। ଗାଁ ଲୋକ ଦୁର୍ଘଟଣା ସ୍ଥାନରେ ପହଂଚି ଆମ୍ବୁଲାନ୍ସ ଡାକି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।

ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମୃତ ହୋଇଛନ୍ତି ବୋଲି ଜଣା ପଡିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି। ସଡକ ଦୁର୍ଘଟଣାରେ ଶିକାର ହେଇଥିବା ବ୍ୟକ୍ତି ମାନେ ରାଜାମାଟୁ ଗ୍ରାମର ବଲି ଜଣା ପଡୁଛି। ସୂଚନା ଅନୁଯାୟୀ ସେମାନେ ପାପଡାହାଣ୍ଡି ରେ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ, ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ବୋଲି ଜଣା ପଡିଛି।

related posts

Leave a Comment