Home Breaking News / ତାଜା ଖବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କଳିଙ୍ଗା ଘାଟି

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କଳିଙ୍ଗା ଘାଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜି ଉଦୟଗିରି(ଅରୁଣ କୁମାର ଷଡ଼ଙ୍ଗୀ): ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କଳିଙ୍ଗା ଘାଟି। ଗଂଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲା କୁ ସଂଯୋଗ କରୁଛି ଏହି କଳିଙ୍ଗା ଘାଟି। ଦୀର୍ଘ ଦଶ କିଲୋମିଟର ଏହି କଳିଙ୍ଗା ଘାଟିର ଗୋଟିଏ ପାର୍ଶ୍ବରେ ପାହାଡ ଓ ଅନ୍ୟ ପାର୍ଶ୍ଵରେ ରହିଛି ଗହ୍ୱର। କଳିଙ୍ଗା ଘାଟିର ମଝିରେ ରହିଛି ଅନ୍ଧାର କୋଟି।

ଯେଉଁ ଠାରେ ଶିବ ମନ୍ଦିର ସହ ବହି ଯାଉଛି ଝରଣା। ଯାହାର ଶବ୍ଦ ସମସ୍ତ ଙ୍କୁ ବିମୋହିତ କରିଥାଏ।ଶୀତୁଆ ପାଗକୁ ଲୋକମାନେ ଉପଭୋଗ କରିବା ପାଇଁ ବୁଲି ଆସନ୍ତି କଳିଙ୍ଗା ଘାଟିକୁ।କନ୍ଧମାଳ ଲିଶୁଣି କଳିଙ୍ଗା ଘାଟି କୁ ଆସିବାକୁ ହେଲେ ଭଞ୍ଜନଗର ଠାରୁ ପଚିଶି କିଲୋମିଟର ଆସିବା ପରେ ପଡେ ଏହି କଳିଙ୍ଗା ଘାଟି।ବ୍ରିଟିଶ ସରକାର ଏହି ସ୍ଥାନକୁ ବୁଲି ଆସି କଳିଙ୍ଗା ବଙ୍ଗଳା ଠାରେ ରହୁଥିବା ର କିଛି ଲୋକମାନେ କହୁଛନ୍ତି।

related posts

Leave a Comment