Home Breaking News / ତାଜା ଖବର ଗ୍ୟାସ୍ ବୋଝେଇ ଟ୍ରକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଚାଳକ

ଗ୍ୟାସ୍ ବୋଝେଇ ଟ୍ରକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଚାଳକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ନିକଟସ୍ଥ ସମ୍ବେପଦର ଘାଇ ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ ଓଡି ୦୨ ଟି ୫୮୨୬ ଦ୍ରୁତଗତି ରେ ଆସି ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଖଜୁରୀପଡା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଜଟଣି ରୁ ଗ୍ୟାସ୍ ବୋଝେଇ ହୋଇ କୋରାପୁଟ ଯାଉଥିବା ଚାଳକ ଜଣକ ସୁଚନା ଦେଇଛନ୍ତି।

related posts

Leave a Comment