Home Breaking News / ତାଜା ଖବର ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମ ଉତ୍ସବ ପାଳିତ

ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମ ଉତ୍ସବ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରା.ପ.ର ବୋରିପଦର ଗ୍ରାମରେ ଥିବା ଭଗବାନ ଶ୍ରୀ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୫ତମ ଜନ୍ମଉତ୍ସବ ପାଳିତ ହୋଇ ଯାଇଛି।ଏହି ଅବସରରେ ସହସ୍ର ନାମ ପୂଜା ନାରାୟଣ ସେବା ବସ୍ତ୍ର ଦାନ ସନ୍ଧ୍ୟା ସମୟ ରେ ୯୫ ଟି ଦୀପ ପ୍ରଜଳନ ଭଜନ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା ।

କାର୍ଯ୍ୟକ୍ରମରେ ଭଜନ ମଣ୍ଡଳୀ ର ରୋଜାଲିନ ଡଙ୍ଗରୀ, ଅମର ସୁନା ,ଜଗଦୀଶ ସୁନା,ଅମର ସୁନା,ରଇନୁ ସୁନା,ସୁରିନ୍ଦ୍ର ବାଗ ,କେଶରୀ ଗ୍ରି,ଭୁବନେ ଡଙ୍ଗରି,ମାଧବ ବାଗ,କବି ଡଙ୍ଗରୀ,ଲିଲିମା,ପ୍ରମୁଖ ସହଯୋଗ କରିଥିଲେ।

related posts

Leave a Comment