Home Breaking News / ତାଜା ଖବର ଧାରଣାରେ ଉମରକୋଟ ସାଉଥ୍ କ ବିଭାଗ

ଧାରଣାରେ ଉମରକୋଟ ସାଉଥ୍ କ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ(ରାଜେଶ ସୁନା): ଉମରକୋଟ ସାଉଥ୍ କ ବିଭାଗ ତରଫରୁ ଧାରଣା ଦେଇଛନ୍ତି। ସାଉଥ୍ ବିଭାଗର କାର୍ଯ୍ୟରତ କର୍ମଚାରୀ ବାଲାଜୀ ପଟନାୟକଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ତେଣୁ ଇଲେକ୍ଟୀ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ ଏବଂ ମୃତକ ଶ୍ରୀ ପଟ୍ଟନାୟକଙ୍କ ପରିବାରର ଜଣଙ୍କୁ ବିଦ୍ୟୁତ୍ ବିଭାଗରେ ନିୟୋଜିତ ଓ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା କରିବାକୁ ଦାବି କରିଛନ୍ତି।

ସେହିପରି ସରକାର ବିଦ୍ୟୁତ୍ ବିଭାଗ କର୍ମଚାୀମାନଙ୍କୁ ଅଣଦେଖା କରୁଛନ୍ତି। ଉପରିସ୍ଥ ଅଧିକାରୀମାନେ ଜୋର୍ ଜବରଦସ୍ତ ଏଲେକ୍ଟ୍ରିକ୍ ବିଲ୍ କଲେକ୍ସନ ପାଇଁ ପଠାଉଛନ୍ତି। ଏହାକୁ ବିରୋଧ କରି ଆଜି କାର୍ଯ୍ୟାଳୟ ଠାରେ ଧାରଣାରେ ବସିଛନ୍ତି।

related posts

Leave a Comment