Home Breaking News / ତାଜା ଖବର ଭାରତୀ ସିଂହଙ୍କ ଘରେ ଏନସିବିର ଚଢଉ

ଭାରତୀ ସିଂହଙ୍କ ଘରେ ଏନସିବିର ଚଢଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଏନସିବିର ତଦନ୍ତ ଜାରି ରହିଛି। ଗୋଟିଏ ପରେ ଗୋଟିଏ ନୂଆ ନାଁ ସାମ୍ନାକୁ ଆସୁଛି। ଯାହାକୁ ନେଇ ତଦନ୍ତ ଜୋରସୋରରେ ଚଳାଇଛନ୍ତି ଏନସିବି। ଏହାରି ମଧ୍ୟରେ ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନଧେରି ସ୍ଥିତ ଘରେ ଏନସିବି ଚଢାଉ କରିଛି। ଶନିବାର ଆନ୍ଧେରି ଅଞ୍ଚଳରେ ଥିବା ଭାରତୀ ସିଂହଙ୍କ ଘରେ ଏନସିବି ଚଢ଼ାଉ କରି ସେଠାରୁ ଡ୍ରଗ୍ସ ଜବତ କରିଛି।

ସୂଚନା ଅନୁସାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍ ଶନିବାର ଯେତେବେଳେ ତାଙ୍କ ଘରେ ଚଢଉ କରିଥିଲା ସେତେବେଳେ ଭାରତୀୟ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଘରେ ଉପସ୍ଥିତ ଥିଲେ। ତେବେ ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅନେକ ତାରକାଙ୍କୁ ଟାର୍ଗେଟ କରାଯାଇଛି। ନିକଟରେ ଅଭିନେତା ଅର୍ଜୁନ ରାମାପାଲଙ୍କୁ ଏନସିବି ପଚରାଉଚରା କରିବା ସହ ତାଙ୍କ ଘରେ ଚଢାଉ କରିଥିଲା।

related posts

Leave a Comment