Home Breaking News / ତାଜା ଖବର ଦିଲ୍ଲୀ ଛାଡିଲେ ସୋନିଆ

ଦିଲ୍ଲୀ ଛାଡିଲେ ସୋନିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଦିଲ୍ଲୀ ଛାଡିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଦିଲ୍ଲୀରେ ବଢୁଥିବା ବାୟୁପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିବାକୁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଲଗାତାର ଭାବରେ ଛାତିରେ କ୍ରୋନିକ୍ ଇନ୍‌ଫେକସନ ଲାଗିରହୁଥିବାରୁ ସେ ଦିଲ୍ଲୀ ଛାଡିଛନ୍ତି। ବାୟୁପ୍ରଦୂଷଣ ଏହାର ମୂଳ କାରଣ ବୋଲି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନା ଅନୁସାରେ ଆଜି ଅପରାହ୍ମରେ ସୋନିଆ ଦିଲ୍ଲୀ ଛାଡିଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ ତାଙ୍କ ଆସ୍ଥାମା ଏବଂ ଛାତି ସଂକ୍ରମଣ ଅବସ୍ଥାକୁ ଆହୁରି ବଢାଇ ଦେଇଛି। ଦିଲ୍ଲୀରୁ କିଛି ସମୟ ବାହାରକୁ ଯିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ।

related posts

Leave a Comment