Home Breaking News / ତାଜା ଖବର ବଦଳିଲେ ପୁରୀ ଏସପି ଅଖିଳେଶ୍ଵର ସିଂହ

ବଦଳିଲେ ପୁରୀ ଏସପି ଅଖିଳେଶ୍ଵର ସିଂହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଓ ଶବ ପୋଡି ମାମଲା ଏବେ ପହଞ୍ଚିଛି ହାଇକୋର୍ଟରେ। ରାଜ୍ୟ ମାନବାଧିକାର କମିଶନ ମଧ୍ୟ ମାମଲାକୁ ନେଇ ମଧ୍ୟ ସମ୍ବେଦନଶୀଳ ହୋଇ ଉଠିଛନ୍ତି। ସେପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହାସହିତ ଘଟଣାର ତଦନ୍ତ ନେଇ ମଧ୍ୟ ଚାରି ଆଡୁ ଚାପ ବଢିବାରେ ଲାଗିଛି। ଏହାରି ଭିତରେ ପୁରୀ ଏସପି ଅଖିଲେଶ୍ଵର ସିଂହଙ୍କୁ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏ ନେଇ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ସମ୍ବଲପୁର ଏସପି କେ ବିଶାଲ ସିଂହଙ୍କୁ  ପୁରୀ ଏସପି ଦାୟିତ୍ଵ ଦିଆଯାଇଛି।

related posts

Leave a Comment