Home Breaking News / ତାଜା ଖବର ୟୁଥ ଅଫ କନ୍ଧମାଳର ଖଜୁରୀପଡା ବ୍ଲକରେ କମ୍ବଳ ବଣ୍ଟନ

ୟୁଥ ଅଫ କନ୍ଧମାଳର ଖଜୁରୀପଡା ବ୍ଲକରେ କମ୍ବଳ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା। ଲୋକେ ଘରୁ ବାହାରିପାରୁନାହାନ୍ତି। ଗରୀବ ଲୋକ କାମଧନ୍ଦା କରିବାକୁ ଯାଇ ପାରୁନାହାନ୍ତି। ଜୀବନଜୀବିକା ଗ୍ରଭା ଭିତ ହେଉଛି। ଏମିତିରେ ଖଜୁରୀପଡା ବ୍ଲକରେ ରହୁଥିବା କିଛି ଅସହାୟ ଲୋକକୁଂ କମ୍ବଳ ବାଣ୍ଟିଲେ ସ୍ବେଛାସେବୀ ।ବ୍ଲକର କିଛି ଅପହଞ୍ଚ ଗ୍ରାମ ଟକଲି, ଖଲିବେରେନା, ବିଜୁଳିସାହି,କୁଟିଲାଝର ଆଦିଗ୍ରାମକୁ ଯାଇ ଲୋକକୁଂ କମ୍ବଳ ପ୍ରଦାନ କରିଛନ୍ତି।
ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ ,ବଳରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ। ଯୁବକ ମାନକଂ ଏପରି କାର୍ଯ୍ୟକୁ ପ୍ରଶସାଂ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଭଳି କାର୍ଯ୍ୟ ଆଗକୁ ବି ଜାରି ରହିବ ବୋଲି କହିଛନ୍ତି ସଭାପତି ଅଂଶୁମାନ।

related posts

Leave a Comment