Home Breaking News / ତାଜା ଖବର କହୁଥିଲେ ସରିବନି

କହୁଥିଲେ ସରିବନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): କହୁଥିଲେ ଦୁଃଖ ସରିବନି l ଏମିତି ଏକ ଗାଁ, ଯାହା ମୌଳିକ ସୁବିଧାରୁ ଦୂରରେ l ନା ଅଛି ବିଜୁଳି ବତୀ, ନା ଅଛି ରାସ୍ତା, ନା ଅଛି ସ୍ୱାସ୍ଥ୍ୟ ସୁବିଧା l ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଏହି ଗାଁ ହଉଛି କ୍ରୀଡା l ରାସ୍ତା, ବିଦୁତ୍ ଓ ସ୍ୱାସ୍ଥ୍ୟ ସେବା ବ୍ୟତୀତ, ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ବି ସାତ ସପନ l ଅନ୍ଧାର ଦୂର ପାଇଁ ସୋଲାର ଦିଆଯାଇଛି ହେଲେ ଦୀର୍ଘ ଦିନ ଧରି ତାହା ଅଚଳ l ଗମନା ଗମନ ର ସୁବିଧା ନ ଥିବାରୁ, ଜରୁରୀ ସମୟରେ ରୋଗୀ ଟିଏ ହସ୍ପିଟାଲ ରେ ପହଂଚି ପାରେନି l 108 ambulance କଥା ନ କହିବା ଭଲ l ସମସ୍ୟା ଭିତରେ ଯୁଝି ହେଉଛନ୍ତି କ୍ରୀଡା ଗ୍ରାମବାସୀ l କହୁଥିଲେ ସରିବନି ତାଙ୍କ ଦୁଃଖ କାହାଣୀ l ଏମାନଙ୍କ ଉପରେ ସରପଞ୍ଚ କି ବ୍କକ ଅଧୀକାରୀ, କହାର ଦ୍ରୁଷ୍ଟି ପଡୁନି l ବିଶେଷ କରି ଡଙ୍ଗରିଆ କନ୍ଧଙ୍କ ବିକାଶ ପାଇଁ DKDA -ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦୀର୍ଘ ବର୍ଷ ହେଲାଣୀ କାମ କରୀଆସୁଛି l ଏମାନଙ୍କ ଉନ୍ନତି ପାଈ DKDA କୁ ସରକାର mgnrga ,ପାଣ୍ଠି ଆଉ ଅନ୍ୟାନ୍ୟ ପାଣ୍ଠି ଦ୍ବରା କୋଟି କୋଟି ଟଙ୍କା ଦଉଛନ୍ତି l ହେଲେ ଏମାନଙ୍କର କେତେ ଉନ୍ନତି ହୋଇଛି, ତାହା ଜଳ ଜଳ ହୋଇ ଦିଶୁଛି l

related posts

Leave a Comment