Home Breaking News / ତାଜା ଖବର ପିପୁଲ ଫର ସ୍ମାଇଲ ତରଫରୁ କମ୍ବଳ ବଣ୍ଟନ କାର୍ଯକ୍ରମ

ପିପୁଲ ଫର ସ୍ମାଇଲ ତରଫରୁ କମ୍ବଳ ବଣ୍ଟନ କାର୍ଯକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ: କାମାକ୍ଷାନଗର ବ୍ଲକର ଅଗ୍ରଣୀ ସମାଜସେବୀ ସଙ୍ଗଠନ ପିପୁଲ ଫର ସ୍ମାଇଲ କାମାକ୍ଷନଗରର ବିଭିନ୍ନ ସମୟରେ କାମାକ୍ଷାନଗରରେ ବିଭିନ୍ନ ପ୍ରକାରର ଜନହିତକର କାମ କରିଆସୁଛନ୍ତି। କରୋନା ମହାମାରୀ ଲକଡାଉନ ସମୟର ପିପୁଲ ଫର ସ୍ମାଇଲ କାମାକ୍ଷାନଗର ବିଭିନ୍ନ ସ୍ଥାନରେ ଲୋକଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରିବା, ମାସ୍କ ଏବଂ ସାନିଟାଇଜର ବଣ୍ଟନ, ବିଉିନ୍ନ ଜାଗାରେ ରନ୍ଧା ଖାଦ୍ୟ ବଣ୍ଟନ ଏବଂ ସମାଜ ପାଇଁ ଏମିତି ଅନେକ କାମ କରିଆସୁଛନ୍ତି। ଆଜି ପିପୁଲ ଫର ସ୍ମାଇଲ ର ସଦସ୍ୟ ମାନେ କାମାକ୍ଷାନଗର ବିଭିନ୍ନ ଅଞ୍ଚଳରେ ଥିବା ଦୁଖି ରଙ୍କି ଯେଉଁ ମାନେ ଦୁଇମୁଠା ଖାଇବା ପାଇଁ ସଙ୍ଘର୍ଷ କରୁଛନ୍ତି ସେହିଭଳି ଲୋକଙ୍କୁ ଏବଂ ଜିରିଡାମାଳି ରେ ଥିବା ବ୍ରୁଧା ଆଶ୍ରମ ରେ ପିପୁଲ ଫର ସ୍ମାଇଲ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା।

related posts

Leave a Comment