Home Breaking News / ତାଜା ଖବର ସଞ୍ଜ ନଇଁଲେ ଲୁଟେରାଙ୍କ ଚରାଭୂଇଁ ରାଜଧାନୀ: ମହିଳାଙ୍କ ବେକରୁ ଝାମ୍ପି ନେଲେ ହୀରାଚେନ

ସଞ୍ଜ ନଇଁଲେ ଲୁଟେରାଙ୍କ ଚରାଭୂଇଁ ରାଜଧାନୀ: ମହିଳାଙ୍କ ବେକରୁ ଝାମ୍ପି ନେଲେ ହୀରାଚେନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଲୁଟେରାଙ୍କ ଚରାଭୁଇଁ ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଂଚଳ। ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ସମାଜ ଫଟୋ ସାମ୍ବାଦିକ ପିୟୁଷ ମହାନ୍ତିଙ୍କ ପତ୍ନୀ ପଦ୍ମିନୀ ମହାନ୍ତିଙ୍କ ବେକରୁ ଡାଇମଣ୍ଡ ନେକଲେସ ଛଡାଇ ନେଲେ ଦୁର୍ବୁତ୍ତ। କଳା ପଲସରରେ ଆସି ମୁଖା ପିନ୍ଧା ଦୁର୍ବୃତ ହୀରାମାଳ ଝାମ୍ପି ନେଇଥିଲେ। ସନ୍ଧ୍ୟା ୬ଟାରେ ଘର ଆଗ ରାସ୍ତାରେ ପଦ୍ମିନୀ ଯାଉଥିବା ବେଳେ ବାଇକରେ ଆସି ଦୃବୃର୍ତ୍ତ ମାଳ ଛଡାଇ ନେଲେ। ଏନେଇ ସେ ଥାନାରେ ଏତଲା କରିଛନ୍ତି।

related posts

Leave a Comment