Home Breaking News / ତାଜା ଖବର ଧର୍ମଗଡ଼ ବିଧାୟକଙ୍କ ଦ୍ୱାରା ଗୋତୋମୁଣ୍ଡା ନୂତନ ମଣ୍ଡିର ଶୁଭ ଉଦଘାଟନ

ଧର୍ମଗଡ଼ ବିଧାୟକଙ୍କ ଦ୍ୱାରା ଗୋତୋମୁଣ୍ଡା ନୂତନ ମଣ୍ଡିର ଶୁଭ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଶିବମନ୍ଦିର ସ୍ଥିତ ସ୍କୁଲ ପଡିଆ ଠାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଙ୍କ କରକମଳ ରେ ନୂତନ ଧାନ ମଣ୍ଡି ର ଶୁଭ ଉଦଘାଟନ ହୋଇଯାଇଛି l

ଦୀର୍ଘ ଦିନ ଧରି ଅଞ୍ଚଳ ର ଚାଷୀ ମାନେ ଧାନ ବିକ୍ରି କୁ ନେଇ ଦୀର୍ଘ ସାତ କିଲୋମିଟର ଟେମରା ମଣ୍ଡି ଉପରେ ନିର୍ଭର କରୁଥିଲେ ଓ ପ୍ରାକୃତିକ ବିପର୍ଯୟ,ଯାତାୟାତ, ଯାନବାହାନ ରେ ନେବା ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ l

ଆଜି ନୂତନ ମଣ୍ଡି ଉଦଘାଟନ ହେବା ଫଳରେ ଅଞ୍ଚଳ ର ଚାଷୀ ମାନେ ବହୁତ ଖୁସି ଅନୁଭବ କରି ସ୍ଥାନୀୟ ବିଧାୟକ ଓ ପ୍ରଶାସନ କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

related posts

Leave a Comment