Home Breaking News / ତାଜା ଖବର ଜି ଉଦୟଗିରି ପ୍ରେସକ୍ଲବ ଗଠିତ

ଜି ଉଦୟଗିରି ପ୍ରେସକ୍ଲବ ଗଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜି ଉଦୟଗିରି(ଅରୁଣ ଷଡ଼ଙ୍ଗୀ):ଆଜି ଜି ଉଦୟଗିରି ସ୍ଥିତ ବ୍ୟବସାୟୀ ସଂଘ ଗୃହ ରେ ଜି ଉଦୟଗିରି ଅଞ୍ଚଳରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ପ୍ରେସ କ୍ଲବ ଗଠିତ ହୋଇଛି।ପ୍ରଶ୍ନ କୁମାର ମିଶ୍ର ଙ୍କ ଆବାହକ କ୍ରମେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ ଅଧ୍ୟକ୍ଷତା କରିଥିଲେ।ସାମ୍ବାଦିକ ମାନଙ୍କ ସମସ୍ୟା, ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।ସର୍ବସମ୍ମତି ପ୍ରକାରେ ଏକ କମିଟି ଗଠନ କରାଯାଇଥିଲା।ସଭାପତି ଭାବେ ସମୀର କୁମାର ପାଢୀ,ଉପ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟ କୃଷ୍ଣ ଦାସ,ସହ ସମ୍ପାଦକ ରାମକୃଷ୍ଣ ଚୌଧୁରୀ, କୋଷାଧ୍ୟକ୍ଷ ଗଗନ କୁମାର ନାୟକ ଓ କାର୍ଯ୍ୟକାରିଣୀ ସଭ୍ୟ ଭାବରେ ଦେବନାଥ ଦଳବେହେରା, ପତିତପାବନ ସାହୁ,ପ୍ରତାପ ଚନ୍ଦ୍ର ପାଢ଼ୀ,ଅନୀଲ କୁମାର ଦଳବେହେରା, ଚନ୍ଦ୍ର ଶେଖର ପାଢ଼ୀ,ଜୋସେଫ ଦିଗାଲ ମନୋନୀତ କରାଯାଇଥିଲା।ଶେଷରେ ସମସ୍ତ ସଭ୍ୟ ମାନଙ୍କୁ ପ୍ରତାପ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment