Home Breaking News / ତାଜା ଖବର ଏଭିବିପି ପକ୍ଷରୁ ଜନଜାତି ଗୌରବ ଦିବସ ପାଳିତ

ଏଭିବିପି ପକ୍ଷରୁ ଜନଜାତି ଗୌରବ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆଜି କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତି ଗୌରବ ଦିବସ ପାଳନ କରାଯାଇଛି l ଏହି ପରିପେକ୍ଷୀରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା ଯେଉଁଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶୀକାନ୍ତ, ରାଜ୍ୟ ସହ ସମ୍ପାଦକ କବିତା କହଁର, ଜିଲ୍ଲା ଛାତ୍ରୀ ପ୍ରମୁଖ ତଅପୋଇ କହଁର, ଫୁଲବାଣୀ ନଗର ସମ୍ପାଦକ ଦିବ୍ୟରଞ୍ଜନ ଡାକୁଆ, ରଜନନ୍ଦିନୀ ସାହାଣୀ, ସୁବ୍ରତ ବେହେରା, ରଜତ ମହାପାତ୍ର, କାଶୀନାଥ ଗଣ୍ଡ, ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ବିସ୍ତାରକ ଟୁକୁନା ମଲ୍ଲିକ, ଟିକାବାଲି ନଗର ସମ୍ପାଦକ ଅମିତ ବେହେରା, ରୁଦ୍ରପ୍ରସାଦ ସେଠି ଏବଂ ବହୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ l

related posts

Leave a Comment