Home Breaking News / ତାଜା ଖବର ଡ଼ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଙ୍ଘ ସଭାପତି ନିର୍ବାଚିତ

ଡ଼ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଙ୍ଘ ସଭାପତି ନିର୍ବାଚିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଓଡିଶା କ୍ରୀଡା ଦୁନିଆ ପାଇଁ ଦୀପାବଳୀ ଅବସରରେ ସୁଖଦ ଖବର । ଆଉ ଜଣେ ଓଡ଼ିଆ ଜାତୀୟ କ୍ରୀଡା ସଙ୍ଘର ନେତୃତ୍ୱ ସମ୍ଭାଳିବାକୁ ଯାଉଛନ୍ତି। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ସାର୍ ଡ଼.ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଙ୍ଘ (VFI) ର ସଭାପତି ଭାବେ ନିର୍ବାଚିତ ହୋଇଚନ୍ତି । ଏନେଇ ସଙ୍ଘ ପକ୍ଷରୁ ଶ୍ରୀ ସାମନ୍ତ ସାର୍ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି. ନିଜ ମତାମତରେ ଶ୍ରୀ ସାମନ୍ତ ସାର୍ କହିଛନ୍ତି କ୍ରୀଡା ଜରିଆରେ ନିଜ ରାଜ୍ୟ ଓ ଦେଶକୁ ବିଶ୍ୱ ସ୍ଥରରେ ପ୍ରଚାର ପ୍ରସାର କରିବା ଏକ ମହତ ଉଦେଶ୍ୟ । ଏହା ସହିତ ତାଙ୍କୁ ଭାରତୀୟ ଭଲିବଲ ସଙ୍ଘ (VFI) ର ସଭାପତି ଭାବେ ନିର୍ବାଚିତ କରାଯାଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।

related posts

Leave a Comment