Home Breaking News / ତାଜା ଖବର କ୍ଷଣକରେ ଧୂଳିସାତ୍ ହୋଇଗଲା ପାକ୍ ବଙ୍କର, ଦେଖନ୍ତୁ…

କ୍ଷଣକରେ ଧୂଳିସାତ୍ ହୋଇଗଲା ପାକ୍ ବଙ୍କର, ଦେଖନ୍ତୁ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୀପାବଳି ଆଗରୁ ସୀମାରେ ଅସ୍ତ୍ରବିରତି ଉଲଂଘନ ମହଙ୍ଗା ପଡିଛି ପାକ୍ ସେନାକୁ । ସୀମାରେ ୪ଟି ସ୍ଥାନରେ ପାକ୍ ସେନା ଅସ୍ତ୍ରବିରତି ଉଲଂଘନ କରି ମୋର୍ଟାର ମାଡ କରିବା ସହ ଗୁଳିଗୋଳା ବର୍ଷା କରିବା ପରେ ଭାରତୀୟ ସେନା ଦେଇଥିଲେ କଡା ଜବାବ । ଜବାବ ଆକ୍ରମଣରେ ଭାରତୀୟ ସେନା ଏଲଏସି ନିକଟରେ ଥିବା ପାକିସ୍ତାନର ବଙ୍କର, ଫୁଏଲ୍ ଡମ୍ପ ଓ ଲଂଚ ପ୍ୟାଡକୁ ଉଡାଇ ଦେଇଥିଲା ଭାରତୀୟ ସେନା । ସବୁ କିଛି ଘଟିଥିଲା ଆଖି ପିଛୁଳାକେ । ଦେଖନ୍ତୁ ପାକିସ୍ତାନର ବଙ୍କର ଧୂଳିସାତ୍ ହେବାର ଚିତ୍ର । ଭାରତୀୟ ସେନା ଏହି ଭିଡିଓ ଜାରି କରିଛି ।

related posts

Leave a Comment