Home Breaking News / ତାଜା ଖବର ଏକ କୋଟି ସତୁରି ଲକ୍ଷଟଙ୍କାର ଗଂଜେଇ ଚାଷ ନଷ୍ଟକଲା ପୋଲିସ

ଏକ କୋଟି ସତୁରି ଲକ୍ଷଟଙ୍କାର ଗଂଜେଇ ଚାଷ ନଷ୍ଟକଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ବେଆଇନ ଗଂଜେଇ ଚାଷ ବୃଦ୍ଧିପାଉଛି l ଗଂଜେଇ ଚାଷକୁ ସମୂଳେ ଧ୍ବଂସ କରିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି l କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଫୋର୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାରପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୁଡୁତୁଲି ଗ୍ରାମପଞ୍ଚାୟତର ଜମାପଦର ଓ ଜାନାଗାଇଲ ଗାଁର 170 ଏକର ସରକାରୀ ଜମିରେ ଚାଷହୋଇଥିବା ପ୍ରାୟ ଏକକୋଟି ସତୁରି ଲକ୍ଷ ଟଙ୍କାର ଗଂଜେଇକୁ କାଟିନଷ୍ଟ କରାଯାଇଛି ଓ କ ନୂଆଗାଁ ଥାନାରେ ଏନ ଡି ପି ଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି l

related posts

Leave a Comment