Home Breaking News / ତାଜା ଖବର ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା

ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଳାହାଣ୍ଡି(ତୁଲମଣି ନାଗ ): କଳାହାଣ୍ଡି ଜିଲ୍ଲା ବିଜୁ ଓ ଛାତ୍ର ଜନତା ଦଳ ତରଫରୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କଳାହାଣ୍ଡି ର ଦୁଇଜଣ ଗୌରବ ଶ୍ରୀ ଅଙ୍କିତ ମିଶ୍ର ଓ ଶ୍ରୀ ରାହୁଲ ଗୋୟଲ୍ ଙ୍କୁ ସ୍ଥାନୀୟ ଏକ ହୋଟେଲରେ ସମ୍ବର୍ଦ୍ଧନା ଦିଆଯାଇଛି। ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟଙ୍କ ପୁଜ୍ୟ ପିତା ମାତାଙ୍କୁ ଏହି ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କ୍ୟାପଟେନ ମିଶ୍ର ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

related posts

Leave a Comment