Home Breaking News / ତାଜା ଖବର ଅଶାଳୀନ ବ୍ୟବହାର ଅଭିଯୋଗ

ଅଶାଳୀନ ବ୍ୟବହାର ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଶଶୁର ବୋହୂ ସହ ଶାରୀରିକ ସଂପର୍କ ରଖିବା ପାଇଁ ମାଡ଼ ମାରିଥିବା ଅଭିଯୋଗ। ଏପରିକି କଥାରେ ରାଜି ନ ହେଲେ କିରୋସିନ ଢ଼ାଳି ଜୀବନରୁ ମାରିଦେବା କୁ ଦେଇଥିଲେ ଧମକ୍।

ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳ ପଂଚାୟତର ମଲ୍ଲିପୁର ଗାଁ ରେ। ଏହି ଗାଁ ର ଶଶୁର ଅନିଲ ସିହ୍ନା ନିଜ ଏକ ମାତ୍ର ବୋହୂ ସହ ଯୋର ଜବରଦସ୍ତ ମାଡ଼ ମାରି ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ବୋହୂ ନିଶ୍ଚିନ୍ତକୋଇଲି ଥାନା ରେ କରିଛନ୍ତି।ନିଜ ସ୍ବାମୀଙ୍କ ଅନୁପସ୍ଥିତିରେ ଏଭଳି କାଣ୍ଡ ଶଶୁର କରିଛନ୍ତି ବୋଲି ଅଭିଯୋଗ ରେ ଦର୍ଶାଇଛନ୍ତି। ଅନେକ ଥର ଶଶୁର ବୋହୂ ଙ୍କୁ ଛୋଟ ଛୋଟ କଥାରେ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ଆଜି କିନ୍ତୁ ଘଟଣା ସୀମା ଟପି ଗଲା ପରେ ବୋହୂ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିଶ୍ଚିନ୍ତକୋଇଲି ପୋଲିସ ଏତଲା ପାଇଲା ପରେ ଘଟଣାର ତଦନ୍ତ କରୁଛି।

related posts

Leave a Comment