Home Breaking News / ତାଜା ଖବର ମାଓ ଅଞ୍ଚଳରେ କନ୍ଧମାଳ ଡ଼ି.ଆର ଡି.ଏ ପ୍ରକଳ୍ପ ନିର୍ଦ୍ଦିଶକ

ମାଓ ଅଞ୍ଚଳରେ କନ୍ଧମାଳ ଡ଼ି.ଆର ଡି.ଏ ପ୍ରକଳ୍ପ ନିର୍ଦ୍ଦିଶକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲାର ଦୁର୍ଗମ କୋଟଗଡ ବ୍ଲକର ମାଓ ଇଲାକା ଭାବରେ ପରିଚିତ ଯୁବା ବାଲି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି କନ୍ଧମାଳ ପ୍ରକଳ୍ପ ନିର୍ଦ୍ଦେଶକ ଡିଆର.ଡି.ଏ ବିଶ୍ଵନାଥବାରିକ ସେଠାରେ କେନ୍ଦ୍ର_ସରକାରଙ୍କ ଶ୍ୟାମା ଗ୍ରସାଦ ମୁର୍ଖା ଜୀ ରୁରୁବାନ ସ୍କ୍ୱିମ ର କେତେକ ଉନ୍ନୟନ୍ନ ମୂଳକ କାର୍ଯ୍ୟ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।। ଯୁଡ଼ା ବାଲିପଞ୍ଚାୟତର ସିମିଟଗୁଡା ଗ୍ରାମର ଚାଷୀ ମାନଙ୍କଜଳସେଚନ ସୁବିଧା ପାଇଁ ନିର୍ମିତ କେନାଲ, କାମ ଦେଖିଥିଲେ। ସେହିପରି ଦୁର୍ଗାପାଙ୍ଗା ପଞ୍ଚ।ୟତର ପଣ୍ଡାରି ପି ଗ୍ରାମର ଲୋକ ମାନଙ୍କ ଗମନାଗମନ ର ସୁବ୍ୟବସ୍ଥା ପାଇଁ ନିର୍ମିତ ସିମେଣ୍ଟ କକ୍ରିଟ ରାସ୍ତା, କୋଟଗଡ ରେ ଦଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହ, ଟଏଲେଟ, ବିଦ୍ୟୁତକରଣ କାମ ବୁଲି ଦେଖିଥିଲେ।
ସେହିପରି ଏହି ଯୋଜନାରେ ବଳକା ଥିବା ଅର୍ଥ ଅନୁଦାନରେ ଅନ୍ୟାନ୍ୟ ଉନ୍ନୟନ୍ନ କାର୍ଯମାନ କରିବାଲାଗି କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ ଅଧ୍ୟକ୍ଷା ସବିତା ମାଲିକଙ୍କ ସହ ଆଲୋଚନା କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ସହକାରୀ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

related posts

Leave a Comment