Home Breaking News / ତାଜା ଖବର କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଥିଲା।ଏହି ଅବସରରେ ଜୁନିୟର ଓ ସିନିଅର ଲେ6ବଲ ରେ ଚିତ୍ରାଙ୍କନ ଓ ରଚନା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗୀତ।ର ୧୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଏସ.ବିଆଇ ଲାଇଫ୍ ର ଶାଖା ପରିଚାଳକ ସତ୍ୟନାରାୟଣ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏହା ଦ୍ଵାରା ଶିଶୁମାନଙ୍କ ମଧ୍ଯରେ ଥିବା ଲୁକ୍କାୟତ ପ୍ରତିଭା ର ବିକଶିତ ହୋଇପାରିବ ଓ ସେମାନେ ଆଗକୁ ବଢିପାରିବେ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ଯକ୍ଷ ଶଙ୍କର୍ଶଣ ନା ଏକ, ଲାଇଫର୍ମିତ୍ର ସ୍ମିଗ୍ଧା ମୟୀ ପାତ୍ର , ଡେଭେଲପମେଣ୍ଟ ଅଫିସର ତାପସ କୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

related posts

Leave a Comment