Home Breaking News / ତାଜା ଖବର ଆଡି ବନ୍ଦ ତିଆରି ହୋଇଛି ସତ ହେଲେ କାମକୁ ଆସୁନି

ଆଡି ବନ୍ଦ ତିଆରି ହୋଇଛି ସତ ହେଲେ କାମକୁ ଆସୁନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମ କଟକ(କମଳାକାନ୍ତ ବାତ୍ରା): ମୁନିଗୁଡା ରୁ ନିର୍ମିତ ହ୍ଇଛି ଠିକାଦାରକଂ ନାମ ସୁନୀତାବେହେରା ଏହାର ଅଟକଲ 37.00000 ଟଙ୍କା। ମାତ୍ର ଏହି ଆଡିବନ୍ଧ ତିଆରି ଦିନ ଠୁ ସେମିତିକା ପଡି ରହିଛି କୋଉ କାମକୁ ଲାଗୁନି ଜମି ଗୋଟେକୁ ହେଲେ ପାଣୀ ଲଗୁନୀ। ଯେଉଁ ନଦୀର ପାଣି ସେହି ନଦୀ ରେ ଯାଉଛି ତୀଆରି ସମୟରେ ଗାଁ ଲୋକ କହିଲାରୁ ବି ଠିକାଦାର ଶୁଣିଲାଣି ତାର ସିଏ କାମ କଲା। ଆଉ ସେ ଓଲଟା ଆଧୀବାସୀ ମାନଂକୁ ଧମକେଇଲେ ଯାହାଫଳରେ ଡରୀକି ଚୁପ ରହିଲେ ଜଳ ସଂପଦ ବିଭାଗ ଓଡିଶା ର ଆଡିବନ୍ଧ ଯୋଜନା ଦୁଆରା ଫାଇଲ ହେଈଥୀଲା ରାୟଗଡା ଜଳସେଚନ ବିଭାଗ ଦୁଆରା ଟେଣ୍ଡର ପାଇଥୀଲେ ସୁନୀତା ବେହେରା।

related posts

Leave a Comment