Home Breaking News / ତାଜା ଖବର ପ୍ରତିଶୃତି ପାଇଁ ପ୍ରତିବଦ୍ଧ ଅଧିରାଜ

ପ୍ରତିଶୃତି ପାଇଁ ପ୍ରତିବଦ୍ଧ ଅଧିରାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡା(ମୁକେଶ ଦଣ୍ଡସେନା ): ଅଣଜଳସେଚିତ ଅଂଚଳକୁ ଜଳସେଚନ କରାଇବାର ପ୍ରୟାସ l ଖଡ଼ିଆଳର ପ୍ରିୟ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଉଦ୍ୟମରେ ଖଡିଆଳ ବ୍ଲକ ଅନ୍ତର୍ଗତ ଅବିଭକ୍ତ ଖାସବାହାଲ ଓ ସାନମହେଶ୍ବର ଗ୍ରାପ, ସିନାପାଲି ବ୍ଳକ ମଖାପଦର ଗ୍ରାପ, ବୋଡେନ ବ୍ଳକ ଖଇରା ଗ୍ରାପ କୁ ମେଗା ଉଠା ଜଳସେଚନ ପ୍ରକଳ୍ପ ( Mega Lift Irrigation Project) ମାଧ୍ୟମରେ ଜଳସେଚନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ବିଧାୟକଙ୍କ ଉପସ୍ଥିତିରେ ପ୍ରାଥମିକ କ୍ଷେତ୍ର ପରିଦର୍ଶନ କରିଛନ୍ତି ଅଧିରାଜ l ନିର୍ବାଚନ ସମୟରେ ବିଧାୟକ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ, ମେଗା ଉଠା ଜଳସେଚନ ଯୋଗାଇଦେବେ, ଲୋକକଙ୍କର ଆଉ ପାଣି ସମସ୍ୟା ରହିବନି l ସେଇ ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ସେ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଖୁବ ଶୀଘ୍ର ଏହି ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ ହେବ l ଅଧିରାଜ ଙ୍କ ଏହି ପ୍ରତିଶୃତିବଦ୍ଧତା କୁ ନେଇ ଜନସାଧାରଣ ଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ l ସମସ୍ତେ କହୁଛନ୍ତି ନେତା ହେଵତ ଏମିତି l
ନୂଆପଡ଼ାରୁ ମୁକେଶ ଦଣ୍ଡସେନା

related posts

Leave a Comment