Home Breaking News / ତାଜା ଖବର ଦାବୀ ପୁରଣ ନହେଲେ ଆନ୍ଦୋଳନ ଧମକ

ଦାବୀ ପୁରଣ ନହେଲେ ଆନ୍ଦୋଳନ ଧମକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ:( ସୁନୀଲ ପଟ୍ଟନାୟକ) ବିଭିନ୍ନ ଦାବୀ ପୁରଣ ନେଇ କନ୍ଧମାଳ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମ ଚାରୀ ସଂଘ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ।
ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧ୍ଯକ୍ଷଙ୍କ ମନମୁଖି କାରବାରର ତୀବ୍ର ବିରୋଧ କରିଛି ସଂଘ, ଅଧ୍ଯକ୍ଷ ଜାଣିଶୁଣି ଉଦ୍ଦେଶ୍ୟ ମୁଳକ ଭାବେ ବ୍ରହ୍ମପୁରର ତତ୍କାଳୀନ ଆଞ୍ଚଳିକ ପ୍ରବନ୍ଧକ ହୃଷିକେଶ ପାତ୍ରଙ୍କୁ ଉଦ୍ଦେଶ୍ୟ ମୁଳକ ଭାବେ କାର୍ଯରୁ ନିଲମ୍ବିତ କରିବ। ଘଟଣାକୁ ସଂଘ ନିନ୍ଦା କରିବା ସହ, ତୁରନ୍ତ ହୃଷିକେଶ କୁ ପୁନଃନିଯୁକ୍ତି ଦେବାକୁ ଦାବୀ କରିଛି ସଂଘ । ଏଥିସହ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ ଦେବା, ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ଆଦି ଦାର୍ବୀ କରିଛି ସଂଘ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ସତ୍ୟନାରାୟଣ ମିଶ୍ର. ଉପସଭ। ପତି ବେଣୁଧର ସେଠାଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲୋ

 

related posts

Leave a Comment