Home Breaking News / ତାଜା ଖବର ଶୁଣିଲେ ଚକିତ ହୋଇଯିବେ.. କୁକୁଡ଼ା ଦେଉଛି ପ୍ଲାଷ୍ଟିକ ଅଣ୍ଡା?

ଶୁଣିଲେ ଚକିତ ହୋଇଯିବେ.. କୁକୁଡ଼ା ଦେଉଛି ପ୍ଲାଷ୍ଟିକ ଅଣ୍ଡା?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଦ୍ରକ: କୁକୁଡ଼ା ଦେଉଛି ପ୍ଲାଷ୍ଟିକ ଅଣ୍ଡା। ଏକଥା ଶୁଣିଲେ ନିଶ୍ଚୟ ଆଶର୍ଯ୍ୟ ଲାଗିବ। ଯଦି କୁକୁଡ଼ା ଏହି ଅଣ୍ଡା ଦଉନି ତେବେ ମାର୍କେଟକୁ ଅଣ୍ଡା ଆସିଲା କେଉଁଠୁ। ତେବେ ଏହି ପ୍ଲାଷ୍ଟିକ ଅଣ୍ଡାକୁ ଅଙ୍ଗନବାଡି କେନ୍ଦ୍ରରୁ ଶିଶୁଙ୍କୁ ଦିଆଯାଉଥିବା ନଜର ଆସିଛି।

ଏହି ଅଣ୍ଡା ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଅଙ୍ଗନବାଡି କେନ୍ଦ୍ରରେ। ସବୁ ଜିନିଷରେ ଭେଜାଲ ହେଉଥିବାବେଳେ କୁକୁଡ଼ା ଅଣ୍ଡାରେ ବି ଭେଜାଲ। ତେବେ ଏହି ପ୍ଲାଷ୍ଟିକ ଅଣ୍ଡାର କାର୍ପଟଦାର କିଏ? କେଉଁଠୁ ଲମ୍ବିଛି ଏହାର ଚେର? ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାର ଆବଶ୍ୟକତା ରହିଛି। ନଚେତ ଗର୍ଭବତୀ ମହିଳା ଓ ଶିଶୁ ଏହାକୁ ମାଗଣାରେ ଖାଇ ରୋଗ କିଣିବା ହିଁ ସାର ହେବ।

related posts

Leave a Comment