Home Breaking News / ତାଜା ଖବର ଜୁଆ ଆଡ୍ଡାରେ ଚଢ଼ାଉ

ଜୁଆ ଆଡ୍ଡାରେ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୟାଗଡ଼: ପୁଣି ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ। ନୟାଗଡ଼ ଜିଲ୍ଲାର ଶ୍ରେଷ୍ଠ ଏସାଇ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ଇଟାମାଟି ଥାନା ବରକୋଳି ପାଟଣାରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା । ଘୁଡ ଘୁଡ ପାଲି ଦ୍ୱାରା ଏହି ଲୋକମାନେ ଜୁଆ ଖେଳ ଚଳାଇଥିଲେ । ପୋଲିସକୁ ଦେଖି ଘଟଣା ସ୍ଥଳରୁ ୪ ରୁ ୫ ଜଣ ଚମ୍ପଟ ମାରିଥିଲେ । ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା । ଘଟଣା ସ୍ଥଳରୁ ୩ଟି ମୋବାଇଲ, ୨ଟି ବାଇକ, ୯୨୦ ନଗଦ ଟଙ୍କା ଓ ଗୋଟିଏ ପାଲି ଜବତ କରାଯାଇଛି ।

related posts

Leave a Comment