Home Breaking News / ତାଜା ଖବର ଓକିଲଙ୍କ ବିୟୋଗରେ ଶୋକସଭା

ଓକିଲଙ୍କ ବିୟୋଗରେ ଶୋକସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ଓଡିଶା ହାଇ କୋର୍ଟ ର ବରିଷ୍ଟ ଓକିଲ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ନରସିଂହପୁର ଓକିଲ ସଂଘ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଓକିଲ ଯୋଗ ଦେଇ ଅଶୋକ ମହାପାତ୍ର ଙ୍କ କାର୍ଯ୍ୟ ସମ୍ପର୍କରେ ସ୍ମୃତି ଚାରଣ କରିବାସହ ଶ୍ରାଦ୍ଧାସୁମନ ଅର୍ପଣ କରିଥିଲେ।

related posts

Leave a Comment