Home Breaking News / ତାଜା ଖବର ରୋହିତ ଶର୍ମା ଫିଟ୍, ଖେଳିବେ ଟେଷ୍ଟ ସିରିଜ

ରୋହିତ ଶର୍ମା ଫିଟ୍, ଖେଳିବେ ଟେଷ୍ଟ ସିରିଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ଭାରତୀୟ ଦଳର ଶୀର୍ଷ ବ୍ୟାଟସ୍ ମ୍ୟାନ ରୋହିତ ଶର୍ମା ଫିଟ୍ ଅଛନ୍ତି। ଭାରତୀୟ୍ କ୍ରିକେଟ୍ ଦଳର ଆଗାମୀ ବିଦେଶ ଗସ୍ତରେ ସେ ଦଳ ସହିତ ସାମିଲ ହେବେ।

ଏନେଇ ବିସିସିଆଇ ସୂଚନା ଦେଇଛି। ରୋହିତ ଆଡିଲେଡ୍ ଟେଷ୍ଟ ପରେ ଟିମ ଇଣ୍ତିଆରେ ଯୋଗଦେବେ। ତେବେ ରୋହିତ କେବଳ ଟେଷ୍ଟ ସିରିଜ ଖେଳିବେ। ଦିନିକିଆ ଏବଂଟି ୨୦ ମ୍ୟାଚ ଖେଳିବେନି ରୋହିତ ଶର୍ମା। ଆଇପିଏଲ ଖେଳିବା ସମୟରେ ଆହତ ହେବା କାରଣରୁ ତାଙ୍କୁ ଚୟନକର୍ତା ବିଦେଶ ଗସ୍ତରୁ ବାଦ ଦେଇଥୀଲେ।

related posts

Leave a Comment