Home Breaking News / ତାଜା ଖବର କାରରୁ ଜବତ ହେଲା ୧୦୨ କିଲୋ ଗଞ୍ଜେଇ

କାରରୁ ଜବତ ହେଲା ୧୦୨ କିଲୋ ଗଞ୍ଜେଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ନଲକ ଏବେ ଗଂଜେଇ ମାଫିଆମାନଙ୍କ ଚରାଭୂଇଁ ପାଲଟିଥିବାବେଳେ ପୋଲିସ ଆଖିରେ ଧୂଳି ଦେଇ ଏହି ଗଂଜେଇ ମାଫିଆମାନେ ରୀତିମତ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଂଜେଇ ଜିଲ୍ଲା ତଥା ବାହାରକୁ ଚୋରା ଚାଲାଣ କରିଚାଲିଛନ୍ତି। ତେବେ ଏହି ଗଂଜେଇ ଚୋରାଚାଲାଣକୁ ଦମନ କରିବା ସହ ତାଠାରୁ ଏକ ଦାମୀ କର ଏବଂ ୧୦୦ କିଲୋ ଗଂଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ। କୌଣସି ସୂତ୍ରରୁ ଖବର ପାଇଁ ଫିରିଙ୍ଗିଆ ପୋଲିସ ଚଢ଼ାଉ କରି କାରଟିକୁ ଜବତ କରିଥିଲା। ଜବତ ଗଂଜେଇର ମୂଲ୍ୟ ୨ ଲକ୍ଷ ୪୦ ହାଜର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

related posts

Leave a Comment