Home Breaking News / ତାଜା ଖବର ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଫେରିଆସିବେ କୋହଲି: ଜାଣନ୍ତୁ କଣ ପାଇଁ ?

ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଫେରିଆସିବେ କୋହଲି: ଜାଣନ୍ତୁ କଣ ପାଇଁ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦୁବାଇ: ଟିମ୍ ଇଣ୍ଡିଆର ଆଗାମି ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଭାରତ ଫେରିଆସିବେ କ୍ୟାପଟେନ୍ ବିରାଟ କୋହଲି। ପ୍ରଥମ ଟେଷ୍ଟ ଖେଳିବା ପରେ କୋହଲି ଭାରତ ଫେରିଆସିବେ ବୋଲି ଜଣାପଡିଛି। କାରଣ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଗାମୀ ୨୦୨୧ ଜାନୁଆରୀରେ ନବଜାତକୁ ଜନ୍ମଦେବାକୁ ଯାଉଛନ୍ତି।

ସେଥିପାଇଁ କୋହଲୀ ବିସିସିଆଇ ନିକଟରେ ପିତୃତ୍ବ ଛୁଟିପାଇଁ ଆବେଦନ କରିଛନ୍ତି। ଡିସେମ୍ବର ୧୭ରୁ ଆଡିଲେଡରେ କଙ୍ଗାରୁ ଛଦଳ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ ସରିବା ପରେ ପରେ କୋହଲି ପିତୃତ୍ବ ଛୁଟିନେଇ ସ୍ବଦେଶ ଫେରିଆସିବେ ବୋଲିସୂଚନା ମିଳିଛି।

related posts

Leave a Comment