Home ଖେଳ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ

ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଆନ୍ତର୍ଜାତୀୟ ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିବ। ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ନମିତା ଟୋପ୍ପୋଙ୍କୁ ମନୋନିତ କରାଯାଇଛି। ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ମନୋନୟନ କରାଯାଇଛି। ପୁରସ୍କାର ବାବଦରେ ନମିତାଙ୍କ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିବ।

ଏଥିସହିତ ଭାରୋତ୍ତଳନକାରୀ ସ୍ନେହା ସୋରେନ, ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ମଧ୍ୟ ଉପବିଜେତା ହୋଇଛନ୍ତି। ସ୍ନେହା ସୋରେନ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ‘ଇମ୍ପାକ୍ଟ’ ପକ୍ଷରୁ ୧୯୯୩ ମସିହାରୁ ଏହି ଏକଲବ୍ୟ ପୁରସ୍କାର ଖେଳାଳୀଙ୍କ ସମ୍ନାନାର୍ଥେ ପ୍ରଦାନ କରାଯାଉଛି।

related posts

Leave a Comment