Home Breaking News / ତାଜା ଖବର ରାଇକିଆ ମାଲାଗୁଡାରେ ମାସ୍କ ବଣ୍ଟନ

ରାଇକିଆ ମାଲାଗୁଡାରେ ମାସ୍କ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କୈାଶଳ ଆପଣା ଯାଉଛି। ଯେଉଁ ପର୍ଯ୍ୟନ୍ତ କରୋନା ଟିକା ବାହାରି ନାହିଁ ସେ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନତା ସହ ସାବଧାନତା ରହିବାକୁ ପଡିବ। ଏହାକୁ ହୃଦୟଙ୍ଗମ କରି କନ୍ଧମାଳ ସାଂସଦଙ୍କ ତରଫରୁ ଜିଲ୍ଲାର ପ୍ରତି ବ୍ଲକରେ ମାସ୍କ ସହ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ରାଇକିଆ ବ୍ଲକ୍ ର ମାଲାଗୁଡା ଗ୍ରାମରେ ରବିବାର ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀଙ୍କ ସହ ବ୍ଲକ୍ ସଂଯୋଜକ ସୁରତ ନାୟକ,ସୁରଜ୍ ଦିଗାଳ, ବ୍ଲକ୍ ସଭାପତି ରାଜ ମହୋନ ଦିଗାଳଙ୍କ ସହୋ ଯୋଗରେ ସେହି ଅଞ୍ଚଳର ମହିଳା, ପୁରୁଷ ଓ ଶିଶୁ ମାନଙ୍କୁ କରୋନା ସମ୍ପର୍କିତ ସଚେତ ନତା କରିବା ସହ ମାସ୍କ ବଣ୍ଟନ କରାଯାଇଥିଲା।

related posts

Leave a Comment