Home Breaking News / ତାଜା ଖବର ଭାଙ୍ଗିଲା ଜବର ଦଖଲକାରୀଙ୍କ ଘର

ଭାଙ୍ଗିଲା ଜବର ଦଖଲକାରୀଙ୍କ ଘର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ଅଲେଖପାଟଣା ଏରିଆ ସରକାରୀ ଜମିରେ ଜବରଦଖଲ କରି ରହିଥିବା ଲୋକଙ୍କୁ ଉଚ୍ଛେଦ କରାଯାଉଅଛି। ତହସିଲଦାର, ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ରହି ଉଚ୍ଛେଦ କାର୍ଯ୍ୟ କରୁଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଠେଙ୍ଗାପଲି, ଫୁଲପଡା ରୋଡରେ କରାଯିବ ବୋଲି ତହସିଲ୍ ତରଫରୁ ସୂଚନା ମିଳିଛି। କାରଣ ଏକ ଘରୋଇ ବ୍ୟକ୍ତି ଲୋକଙ୍କୁ ସରକାର ଜମି ଯୋଗାଇଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଚାଲିଛନ୍ତି। ଫଳରେ ନରସିଂହପୁର ସଚେତନ ନାଗରିକ ମଞ୍ଚ ତରଫରୁ ଆସନ୍ତା ସୋମବାର ନଭେମ୍ବର ୯ ତାରିଖରେ ନାଗରିକ ସଚେତନ ମଞ୍ଚ ତହସିଲ୍ ଘେରାଉ କରାଯିବ ବୋଲି ଏହାର ଆବାହକ ରମେଶ ସେଠୀ ସୂଚନା ଦେଇଛନ୍ତି।

related posts

Leave a Comment