Home Breaking News / ତାଜା ଖବର କାନପୁରରେ କୋଭିଡ୍ ଟେଷ୍ଟିଙ୍ଗ ଶିବିର

କାନପୁରରେ କୋଭିଡ୍ ଟେଷ୍ଟିଙ୍ଗ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): କାନପୁର ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଜନସାଧାରଣଙ୍କ ପାଇଁ ସ୍ୱାବ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଃ, ବି ଡି ଓ, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି, ଶିକ୍ଷକ ଓ ସମାଜସେବୀ ସହଯୋଗ କରିଥିଲେ। ସେହିପରି ଅନେକ ଲୋକଙ୍କର ସ୍ୱାବ ଟେଷ୍ଟ ମଧ୍ୟ କରାଯାଇଥିଲା।

related posts

Leave a Comment