Home Breaking News / ତାଜା ଖବର କନ୍ଧମାଳ ଏବିଭିପି ପକ୍ଷରୁ ବିକ୍ଷୋଭ

କନ୍ଧମାଳ ଏବିଭିପି ପକ୍ଷରୁ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ(ସୁନୀଲ ପଟ୍ଟନାୟକ): ଏବଭିପି କନ୍ଧମାଳ ପକ୍ଷରୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଅଣଗଣତନ୍ତ୍ରୀକ ଗିରଫ ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସହ ସମ୍ପାଦକ କବିତା କହଁର, ଫୁଲବାଣୀ ନଗର ସମ୍ପାଦକ ଦିବ୍ୟରଞ୍ଜନ ଡାକୁଆ, ତଅପୋଇ କହଁର, ପ୍ରୀତୀଜିନା ସେଠି, ଅମିତ ବେହେରା, ଶିବାନୀ ଦିଗଲ ପ୍ରମୁଖ ଯୋଗ ଦେଇଥିଲେ।

related posts

Leave a Comment