Home Breaking News / ତାଜା ଖବର ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗନ୍ନାଥ ପ୍ରସାଦ(ଅମିତାଭ ମହାପାତ୍ର): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ ସିଂ ଜଗନାଥ ପ୍ରସାଦ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଏକ ଜରୁରୀ ବୈଠକ କରିଛନ୍ତି। ସେ ଅଂଚଳର ସୁବିଧା, ଅସୁବିଧା ବୁଝିବା ପରେ ୩ଟି କଥାର ଗୁରୁତ୍ୱ ଦେଇଛନ୍ତି। ଗଂଜାମରେ ଶ୍ରମିକମାନେ କାମଧନ୍ଦା ପାଇବା ପାଇଁ ବିଭିନ୍ନ କାମ ଗୁଡିକୁ ତ୍ୱରାନ୍ୱିତ କରାଯିବ, ଶୀତଦିନେ କାରଣ ଭୁତାଣୁର ପ୍ରାଦ୍ରୁଭାବ ବଢିବା ଆଶଙ୍କା ଥିବାରୁ ଏବଂ ବିବାହ, ଭୋଜିର ସମୟ ଆସିଥିବାରୁ ଲୋକମାନେ କିପରି ସାମାଜିକ ଦୂରତା ରକ୍ଷା କରିବେ ଏବଂ ମାସ୍କ ପିନ୍ଧିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସେହିପରି ପରିବେଶ ପରିସ୍କାର ପରିଚ୍ଛନ୍ନ ରଖିବାକୁ ସେ ନିର୍ଦେଶ ଦେଇଛନ୍ତି। ଉକ୍ତ ବୈଠକରେ କନ୍ଧମାଳ ଏମପି, ବ୍ଲକ ଚେୟାରମ୍ୟାନ, ବିଡ଼ିଓ, ଭଞ୍ଜନଗର ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment