Home Breaking News / ତାଜା ଖବର ନରସିଂହପୁର ଓକିଲଙ୍କ ଆନ୍ଦୋଳନ

ନରସିଂହପୁର ଓକିଲଙ୍କ ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ତହସିଲଦାର ବଦଳି ଦାବିରେ ତହସିଲ୍ କାର୍ଯ୍ୟଳୟ ଦୀର୍ଘ ୧୭ ଦିନ ହେଲା କ୍ରମାଗତ ଭାବେ ବନ୍ଦ ରହିବା ସହ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଆଜି ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓକିଲ ସଂଘ ସହ ଏକ ବୈଠକରେ ଯୋଗଦେଇ ତୁରନ୍ତ ତହସିଲଦାରଙ୍କ ବଦଳି କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

related posts

Leave a Comment