Home Breaking News / ତାଜା ଖବର କୁମ୍ବିଂ ବେଳେ ପୋଲିସକୁ ମିଳିଲା ବଡ ସଫଳତା

କୁମ୍ବିଂ ବେଳେ ପୋଲିସକୁ ମିଳିଲା ବଡ ସଫଳତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି: ସ୍ବାଭିମାନ ଅଂଚଳରେ କୁମ୍ବିଂ ବେଳେ ପୋଲିସକୁ ମିଳିଛି ବଡ ସଫଳତା। ୨ଟି ଏସଏଲଆର ଓ ଗୋଟି ଥ୍ରୀ ନଟ୍ ଥ୍ରୀ ରାଇଫେଲ ସହ ଆଇଡି ଓ ବିପୁଳ ପରିମାଣରେ ଗୁଳି ଗୋଳା ଓ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ। ଗୋରାସେତୁ ଠାରେ ଏକ ନୁତନ ପୁଲିସ କ୍ବାମ୍ପ ସ୍ଥାପନକୁ ଆଖି ଆଗରେ ରଖି ସ୍ବାଭିମାନ ଅଂଚଳରେ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡିଭିଏଫ, ବିଏସଏଫ ଓ ଆନ୍ଧ୍ର ଗ୍ରେ ହାଉଣ୍ଡ ର ଯବାନ ମାନେ। ଆଉ ନିର୍ଦିଷ୍ଟ ଗୁଇନ୍ଦା ସୁଚନା କୁ ଆଧାର କରି ମାଓବାଦୀଙ୍କ ଶିବିର ଉପରେ ଚଢାଓ କରି ଏହି ସବୁ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ।

related posts

Leave a Comment