Home Breaking News / ତାଜା ଖବର ନଭେମ୍ବର ୨୦ରୁ ଶୀତ ଅଧିବେଶନ

ନଭେମ୍ବର ୨୦ରୁ ଶୀତ ଅଧିବେଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ ତାରିଖରୁ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବିଧାନସଭାର ଶୀତ ଅଧିବେଶନ ନେଇ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ କରାଯିବ। ନଭେମ୍ବର ୨୬, ୨୭ ୨୮ ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଆଲୋଚନା କରାଯିବ। ନଭେମ୍ବର ୨୯ରେ ଅତିରିକ୍ତ ବଜେଟ ବ୍ୟୟମଞ୍ଜୁରୀ ବିଲ୍ ଆସିବ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶ ସ୍ୱଳ୍ପକାଳୀନ ହୋଇଥିଲା। ତେଣୁ ଶୀତ ଅଧିବେଶନକୁ ଦୀର୍ଘଦିନ କରାଯିବାକୁ ଧାର୍ଯ୍ୟ ହୋଇଛି।

related posts

Leave a Comment