Home Breaking News / ତାଜା ଖବର ରାଜ୍ୟସଭା ସାଂସଦଙ୍କୁ ସ୍ୱାଗତ

ରାଜ୍ୟସଭା ସାଂସଦଙ୍କୁ ସ୍ୱାଗତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ବିନୋଦ କୁମାର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାଠାରେ ସୋମବାର ଡାବୁଗାଁ ବିଜେଡି ତରଫରୁ ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ମଧ୍ୟ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ସାଂସଦ ପ୍ରତିନିଧି ଏମ୍ଆପ୍ପା ରାଓ, ବିଜୟ କୁମାର ବେହେରା ଏବଂ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

related posts

Leave a Comment