Home Breaking News / ତାଜା ଖବର ଓଲଟିଲା ପିଆଜ ବୋଝରେ ଟ୍ରକ୍: ବୋହି ନେଲେ ପିଆଜ

ଓଲଟିଲା ପିଆଜ ବୋଝରେ ଟ୍ରକ୍: ବୋହି ନେଲେ ପିଆଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର ରୁଷିପଡା ଛକରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ଗାତ ଭିତରେ ଟ୍ରକଟି ପଡ଼ିଯାଇଛି। ଏଥିରେ ଡ୍ରାଇଭର୍ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଅନ୍ୟପଟେ ଦୁର୍ଘଟଣାର ଫାଇଦା ନେଇ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ପିଆଜ ନେଉଯାଉଥିବା ଦେଖିବାକୁ ମିଳିଛି।

related posts

Leave a Comment