Home Breaking News / ତାଜା ଖବର ବରିଷ୍ଠ ଦଲିଲ ଲେଖକଙ୍କ ପରଲୋକ

ବରିଷ୍ଠ ଦଲିଲ ଲେଖକଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ଦେବଦତ୍ତ ମଳୟ କୁମାର ବରାଳ): ନରସିଂହପୁର କଚେରୀରେ କାମକରୁଥିବା ବରିଷ୍ଠ ଦଲିଲ ଲେଖକଙ୍କ ରାମକୃଷ୍ଣ ମହାପାତ୍ରଙ୍କର ପକ୍ଷାଘାତ ରୋଗରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ନରସିଂହପୁର ଓକିଲ ସଂଘ, ନରସିଂହପୁର ସାମ୍ବାଦିକ ସଂଘ, କଚେରୀ ବଜାର କମିଟି, ଘୋରାଡିଆ ଗ୍ରାମବାସୀ ତରଫରୁ ଶୋକସଭା କରାଯାଇଛି। ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ।

related posts

Leave a Comment